ସରକାରୀ ଉଚ୍ଚତମ ପ୍ରାଥମିକ ବିଦ୍ୟାଳୟର ୧୦୦ ତମ ଉତ୍ସବ ଅନୁଷ୍ଠିତ

ଆସିକା:-ଏହି ବ୍ଲକ୍ ଅନ୍ତର୍ଗତ କାଳଷଣ୍ଡପୁର ପଂଚାୟତ ର ପୁଡୁଗେଶ୍ବରପଲୀରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ର୧୦୦ ତମ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀମତୀ ମଞ୍ଜୁଳା ସ୍ବାଇଁ (ମାନ୍ୟବର ବିଧାୟିକା), ମୁଖ୍ୟ ବକ୍ତା ଶ୍ରୀ ଟି ଭି ଭାସ୍କର ରାଓ, ବକ୍ତା ଶ୍ରୀ ଅଜିତ ପଟ୍ଟନାୟକ, ସମ୍ମାନୀତ ଅତିଥି ଶ୍ରୀ ସଞ୍ଜୟ କୁମାର ସାମନ୍ତରାୟ (ତହସିଲଦାର ଆସିକା),ଶ୍ରୀ ଫକିର ଚରଣ ପରିଡ଼ା (BDO ), ଶ୍ରୀ ପ୍ରଶାନ୍ତ କୁମାର ସାହୁ (IIC ଆସିକା), ଶ୍ରୀ କବିବର ପ୍ରଧାନ (ଶିକ୍ଷା ଅଧିକାରୀ), ଶ୍ରୀ ବିଭୁତି ଭୁଷଣ ପଢିଆରୀ, ଶ୍ରୀମତୀ ଜୟନ୍ତୀ ବେହେରା (ସରପଞ୍ଚ)ଆବାହକ ପ୍ରଧାନ ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ର ଛାତ୍ରୀ,ଶ୍ରୀ ସନ୍ୟାସି ନାହାକ,ଅର୍ଶୁଲ ସ୍ଵାଇଁ,ବିଜୟ ନାହାକ, ସନ୍ତୋଷ କୁମାର ବେହେରା ଓ ସମସ୍ତ ଗ୍ରାମ ବାସୀ ବୃନ୍ଦ ଯୋଗଦେଇଥିଲେ।
ରିପୋର୍ଟ- ରଞ୍ଜନ କୁମାର ରାଉତ, ଆସିକା।