ଜିଲ୍ଲା ଇଲେକ୍ଟ୍ରିସିଆନ ଆସୋସିଏସନ ର ଦଶମ ବାର୍ଷିକ ଉତ୍ସବ

ଆଜି ଭଦ୍ରକ ଠାରେ ଜିଲ୍ଲା ଇଲେକ୍ଟ୍ରିସିଆନ ଆସୋସିଏସନ ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ କହିଥିଲେ ସମସ୍ତ କର୍ମଚାରୀଙ୍କୁ ସଂପୂର୍ଣ୍ଣ ରୂପେ ଘର ଏବଂ ଲେବର କାର୍ଡ ଇତ୍ୟାଦି ସମସ୍ତ ଦାବୀ କୁ ପୂରଣ କରିବେ ବୋଲି ପ୍ରକାଶ କରିଥିଲେ ଜିଲ୍ଲା ଇଲେକ୍ଟ୍ରିସିଆନ ଆସୋସିଏସନ ର ସଭାପତି ରମେଶ କୁମାର ଗୁପ୍ତା ,ଏବଂ ଆସୋସିଏସନ ର ସେକ୍ରେଟାରୀ ରଞ୍ଜନ କୁମାର ପଣ୍ଡା , ଭଣ୍ଡାରୀ ପୋଖରୀ ର ସମାଜ ସେବୀ ଉତ୍କଳ କେଶରୀ ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା , ସେକ୍ ଇନୁସୁ, ସେକ ଅଲ୍ଲୀ, ମିର୍ଜା ଜବାର, ହରିଶ ଦାସ, ବଟକୃଷ୍ଣ ଜେନା,ନରେନ୍ଦ୍ର ପଣ୍ଡା, ବହୁ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଶେଷ ରେ ଧନ୍ୟବାଦ ଦେଇ ଥିଲେ ମୁଖ୍ଯ ଉପଦେଷ୍ଟା ଶ୍ରୀ କାନ୍ତ ପଣ୍ଡା
Punil Kumar Samanta reporter