ଭଦ୍ରକ ସେବା ସୁଶାସନ ଗରିବ କଲ୍ୟାଣ ରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ସମାରହୋ

ଭଦ୍ରକ ସେବା ସୁଶାସନ ଗରିବ କଲ୍ୟାଣ ରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ସମାରହୋ ରଥ ବ୍ରହ୍ମପୁର ପଞ୍ଚାୟତ ରେ ଅନୁଷ୍ଠିତ ।

ସେବା ସୁଶାସନ ଓ ଗରିବ କଲ୍ୟାଣ ରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ଉପଲକ୍ଷେ ଭଦ୍ରକ ନିର୍ବାଚନ ମଣ୍ଡଳୀ ର ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ର ଠାରେ ଜିଲ୍ଲା ସ୍ତରୀୟ ରଥ ଅନୁଷ୍ଠିତ ହୋଇଯାଇଛି ସମାବେଶ ଶହ ଶହ ସଂଖ୍ୟାରେ ମାଁ ମାନେ ଅଂଶ ଗ୍ରହଣ କରିଥିଲେ। ବ୍ରହ୍ମପୁର ପଞ୍ଚାୟତ ର ବିଜେପି ସରପଞ୍ଚ ନରହରି ସାହୁ ତାଙ୍କର ମତ ବ୍ୟକ୍ତ ରଖିଥିଲେ। କେନ୍ଦ୍ର ଶାସନ ଏବଂ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝି କିପରି ଦେଶ ଆଗକୁ ବଢ଼ିବାରେ ଲାଗିଛି ତାହା ବିଷୟରେ ଉପସ୍ଥାପନା କରିଥିଲେ।ବହୁ ସଦସ୍ୟ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୧ ବର୍ଷ ବହୁ ଜନ କଲ୍ୟାଣ ଯୋଜନା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ୧ ବର୍ଷ ର ଅନେକ ଜନ କଲ୍ୟାଣ ଯୋଜନା ହାତକୁ ନିଆଯାଇ କାର୍ଯ୍ୟ ହୋଇ ଥୂବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ଟିପ୍ପଣୀ ଦେଇ ସହର ଗାଁ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିକାଶ ପ୍ରଗତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଥିବାରୁ ସମସ୍ତେ ଏକ ଜୁଟ ହୋଇ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଶତାକ ଜନସାଧାରଣ, ମହିଳା, ସମସ୍ତ ମଣ୍ଡଳ ସଭାପତି, କାର୍ଯ୍ୟକର୍ତ୍ତା, କର୍ମୀ, ଯୋଗ ଦେଇଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *