ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୧ତମ ବାର୍ଷିକ ଉତ୍ସବର ଉଦ୍ଘାଟନ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିଅମର ପୂର୍ବତନ ନିର୍ଦ୍ଦେଶକ ଡ଼ ଶୁଭେନ୍ଦୁ ପଟ୍ଟନାୟକ, ସମ୍ନାନିତ ଅତିଥି ଭାବେ ଶିକ୍ଷା ଓ ବିକାଶ ମୁଖ୍ୟ ରିଲିଆନ୍ସ ଜିଓ ର ଡ଼ ମାନସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅକ୍ସଫୋର୍ଡ ୟୁନିଭର୍ଶିଟି ପ୍ରେସ ର ରିଶୋର୍ସ ପର୍ସନ ଶ୍ରୀମତୀ ପିତାମ୍ବରି ବାଗ୍ଲା, ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l
ଯାଜପୁର କଳିଙ୍ଗନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ