୧୪ କିଲୋ ଗଞ୍ଜେଇ ଜବତ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-10-at-9.17.53-PM-1024x768.jpeg)
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକ ଙ୍କ ନେତୃତ୍ୱରେ ଏକ ଟିମ କଣାସ ଥାନା ଅଧୀନ ବେଣାଗାଁ ଦୟାବିହାର କଲେଜ ନିକଟରେ ଚଢ଼ାଉ କରି ରଙ୍କନିଧି ପ୍ରଧାନ, ବୟସ -44ବର୍ଷ ଗ୍ରାମ: କଣାସ, ପୋତାଘର ଥାନା କଣାସ ଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୪ kg ଗଞ୍ଜେଇ ସହିତ ଏକ ବଜାଜ ପଲସର ଗାଡ଼ି ନମ୍ବର OR 05 AK 0995 ଜବତ କରି ସାତପଡା ଅବକାରୀ ଥାନା କେସ ନଂ :- 63/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗIରକୁ ପଠାଯାଇଛି. ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ 1,40,000 ଟଙ୍କାରୁ ଉର୍ଦ୍ଧ ହେବ l