୧୮ତମ ଟାଇକୋଣ୍ଡୋ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ୨୦୨୩

ନୟାଗଡ଼ :୧୮/୦୬ ଆଜି ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ୧୮ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନୂଆ ରାଜବାଟି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଓଡ଼ିଶା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ପରିକ୍ଷକ ଭାବରେ ପରିକ୍ଷା ପରିଚାଳନା କରିଥିଲେ, ଏଥିରେ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗ ବେଲ୍ଟର ଯଥା ହ୍ବାଇଟ, ୟଲୋ, ଗ୍ରୀନ, ବ୍ଲୁ, ରେଡ ଇତ୍ୟାଦି ର ପରିକ୍ଷା ଦେଇଥିବା ଆକାଡେମି ମୂଖ୍ୟ କୋଚ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *