ପୁରୀ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ

ଜଗନ୍ନାଥ ବଲ୍ଲଭ ଖେଳପଡ଼ିଆ ଠାରେ ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୫ ତମ ବର୍ଷ ପୂର୍ତ୍ତି ତଥା ୨୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ। ଏହି ଉତ୍ସବରେ ମୋ ସହିତ ପୁରୀର ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ,ପୁରୀ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର , ପୁରୀ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର,ସଦର ବ୍ଲକ ବିଜେଡି ସଭାପତି ଶ୍ରୀ ଶ୍ରୀପ୍ରକାଶ ମିଶ୍ର, ନଗର ସଭାପତି ଶ୍ରୀ ସବ୍ୟସାଚୀ ମହାପାତ୍ର, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ପ୍ରାକ୍ତନ ପୌର ପ୍ରତିନିଧିଙ୍କ ସମେତ ବରିଷ୍ଠ ଦଳୀୟ କର୍ମକର୍ତ୍ତା, ଯୁବ, ଛାତ୍ର ଓ ମହିଳା ସଂଗଠନର ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ‌ ଥିଲେ।

Leave a Reply

Your email address will not be published. Required fields are marked *