ମାଲବାହୀ ଟ୍ରେନର ତିନୋଟି ବକ୍ସ ୱାଗନ ଲାଇନଚ୍ୟୁତ ହୋଇଥିଲା

ଆଜି (୩୦.୦୬.୨୦୨୫) ପୂର୍ବାହ୍ନ ପ୍ରାୟ ୦୮ଘ ୪୩ ମି ସମୟରେ, କଟକ ୟାର୍ଡ *ରୁଟ୍ ନମ୍ବର ୮ (ଲୁପ୍ ଲାଇନ) ରେ ଖାଲିଥିବା ଏକ ମାଲବାହୀ ଟ୍ରେନର ତିନୋଟି ବକ୍ସ ୱାଗନ ଲାଇନଚ୍ୟୁତ ହୋଇଥିଲା।ମୁଖ୍ୟ ଲାଇନ (ଭଦ୍ରକ – କଟକ – ବିଶାଖାପାଟଣା) ରେ କୌଣସି ବାଧା ନାହିଁ ଏବଂ ଏହା କାର୍ଯ୍ୟକ୍ଷମ ରହିଛି।

ପାରାଦ୍ୱୀପ ଅଭିମୁଖେ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇନାହିଁ।ରିଲିଫ ଟ୍ରେନ ସହ ମେସିନ୍, ସାମଗ୍ରୀ ଏବଂ ମାନବ ସମ୍ବଳ ତତକ୍ଷଣାତ ନିୟୋଜିତ କରାଯାଇଛି ଏବଂ ୟାର୍ଡରେ ଲୁପ୍ ଲାଇନକୁ ଶୀଘ୍ର ପୁନଃସ୍ଥାପିତ କରାଯିବ।

Leave a Reply

Your email address will not be published. Required fields are marked *