5T ସଚିବ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

*ଆସନ୍ତା ତା- ୨୭-୦୮-୨୦୨୩ ରିଖରେ ଦିଗପହଣ୍ଡି ବ୍ଲକର ଖେମୁଣ୍ଡି କଲେଜ୍ ପଡ଼ିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଅଭିଯୋଗ ଶୁଣାଣିର କାର୍ଯ୍ୟକ୍ରମ ରହିଛି। ତେଣୁ ଆଜି ଦିବା ୧୦.୦୦ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜୁ ଜନତା ଦଳ ତରଫରୁ ଆମ ପ୍ରିୟ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲାପରିଷଦ ଆମ ମାଟିର ପୁଅ ଶ୍ରୀଯୁକ୍ତ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଗପହଣ୍ଡି ବ୍ଲକର ଆଗ ଧାଡ଼ିର ନେତୃବୃନ୍ଦ,ପୂର୍ବତନ ଏବଂ ବର୍ତ୍ତମାନର ସରପଂଚ, ସମିତିସଭ୍ୟ,ଓ ବହୁ ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିଲେ।*