୭୪ତମ ସାଧାରଣତନ୍ତ୍ର ଦିବସ ପାଳନ

ନୟାଗଡ଼ – ଇଟାମାଟି ବଜାର ବଣିକ ସଂଘ ତରଫରୁ ସଭାପତି କିଶୋର ଚଦ୍ର ନାୟକ ଅଧକ୍ଷତା ରେ ଜାତୀୟ ପତାକା ଉତ୍ତଳନ କରାଯାଇଥିଲା |ଏଠାରେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା ଯୋଗ ଦେଇଥିଲେ ଓ ସଂପାଦକ ଅଜୟ କୁମାର ସାହୁ ଉପ ସଭାପତି ସୁରେଶ କୁମାର ସାହୁ କୋଷାଧକ୍ଷ ସନ୍ତୋଷ କୁମାର ପୃଷ୍ଟି ବିଶିଷ୍ଟ ବ୍ୟବସାୟୀ ଉମେଶ ଚଦ୍ର ସାହୁ ଏବଂ ଇଟାମାଟି ବଣିକ ସଂଘ ର ସମସ୍ତ କମିଟି ମେମ୍ବର ଓ ବ୍ୟବସାୟୀ ଭାଇ ମାନେ ଯୋଗଦେଇଥିଲେ। ବହୁ ଉତ୍ସାହ ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *