୭୭ତମ ସ୍ବାଧୀନତା ଦିବସ

ଗଂଜାମ ଜିଲ୍ଲା ବ୍ଲକ ହିଞ୍ଜିଳିକାଟୁ ଅନ୍ତର୍ଗତ ନନ୍ଦିକ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭା କୁମାରୀ ସାହୁ ସଭାପତିତ୍ବରେ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ ବହୁ ଆଡମ୍ବର ରେ ପାଳନ କରାଗଲା। ନନ୍ଦିକ ଗ୍ରାମ ସଂପୂର୍ଣ୍ଣ ପରିକ୍ରମା କରାଗଲା। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ମାନେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ସରପଞ୍ଚ ମହାଶୟ ଓ ସମିତି ସଭ୍ୟ ଓ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ଉପସ୍ଥିତ ରେ ପତକା ଉତ୍ତୋଳନ କରାଯାଇ, ଛାତ୍ରଛାତ୍ରୀ ମାନଙ୍କୁ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଶେଷ ରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସମାରୋହ କୁ ସାଙ୍ଗ କରାଗଲା। ବନ୍ଦେ ମାତରଂ। ମେରା ଭାରତ ମହାନ୍।

Ganjam district report Krushna chandra samantaray

Leave a Reply

Your email address will not be published. Required fields are marked *