ବ୍ଯାସନଗର ଷ୍ଟାଡିୟମ ରେ ୭୭ତମ ସ୍ବାଧୀନତା ଦିବସ ପାଳିତ
![](https://teerthkhetra.com/wp-content/uploads/2023/08/Screenshot_2023-08-15-22-09-17-89.jpg)
ଯାଜପୁର ବ୍ଯାସନଗର ରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି l ପୌରପରିଷଦ ଦ୍ବାରା ଆୟୋଜିତ ହେଉଥିବା ମିଳିତ ପ୍ଯାରେଡ୍ ରେ ୪୯ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ l ପୌରପରିଷଦର ମିଳିତ ପ୍ଯାରେଡ୍ କୁ କ୍ଯାପ୍ଟେନ୍ ପୂର୍ଣଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିବା ବେଳେ ପୌରପରିଷଦର ଅଧ୍ଯକ୍ଷା ଶ୍ରୀମତି ସଙ୍ଗୀତା ପିଙ୍ଗୁଆ ଅଭିବାଦନ ଗ୍ରହଣ କରିଥିଲେ l ଶେଷରେ ଉପାଧ୍ଯକ୍ଷ ଶ୍ରୂଯୁକ୍ତ ସୁବାଷ ଚନ୍ଦ୍ର ବଳ ଧନ୍ଯବାଦ ପ୍ରଦାନ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର