ନୟାଗଡ ଜିଲ୍ଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ-୨୦୨୩

ନୟାଗଡ ଜିଲ୍ଲାରେ ମୋଟ ୨୩୧ ସ୍କୁଲର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ୧୨,୧୮୯ ଜଣ ଛାତ୍ର ଛାତ୍ରୀ । ପାସ କରିଛନ୍ତି ୧୧,୮୧୩ ଅର୍ଥାତ ନୟାଗଡ ଜିଲ୍ଲାରେ ପାସ ହାର ୯୬. ୯୨% । ପରୀକ୍ଷା ଦେଇ ନଥିଲେ ୧୬0 ଜଣ…. ମାଲପ୍ରାକ୍ଟିସ (MP) ୧୩ ଜଣ |ସେହି ଭଳି A1-୧୪0, A2-୬୯୯, B1-୧୭0୭, B2-୨୫୬୩, C-୨୮୭୩, D-୨୩୧୫, E- ୧୫୧୬, F-୨0୩ ଗ୍ରେଡ଼ ଛାତ୍ର ଛାତ୍ରୀ ପାଇଛନ୍ତି । ସେହିଭଳି ଚଳିତ ବୋର୍ଡ ପରୀକ୍ଷାରେ ୬୩୧O ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ୫୫0୩ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ତେବେ ନୟାଗଡ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ସଫଳତା ପାଇଁ ଛାତ୍ର ଛାତ୍ରୀଙ୍କ ସମେତ ନୟାଗଡ ଜିଲ୍ଲା ଶିକ୍ଷା ବିଭାଗକୁ ଶୁଭେତ୍ସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *