ବ୍ରହ୍ମଗିରି କହଳପଦା ଗ୍ରାମ ରେ ବୃକ୍ଷରୋପଣ

ଆଜି ଦିନ ୧୧ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ବ୍ଲକ୍ କହଳପଦା ପଞ୍ଚାୟତର ସାନବେଣାକୁଦୀ ଗ୍ରାମ,ବ୍ରାହ୍ମଣିଆ ପଞ୍ଚାୟତର ଦେକୁଦୀ ଗ୍ରାମ,ବେଣ୍ଟପୁର ପଞ୍ଚାୟତର ପାଞ୍ଚଗୋଛିଆ ଗ୍ରାମ ଓ ଗଉଡସାହି ଗ୍ରାମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ,ଜିଲ୍ଲା ପରିଷଦ କୈଳାସ ଚନ୍ଦ୍ର ପରିଡା,ମିଲି ବେହେରା,ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଯୁଧିଷ୍ଠିର ନାୟକ,ବ୍ରାହ୍ମଣିଆ ପଞ୍ଚାୟତର ସରପଞ୍ଚ ବବିତା ସ୍ଵାଇଁ, ଦେକୁଦୀ ଗ୍ରାମ ମୁରବି ପ୍ରଦିପ ସ୍ଵାଇଁ,ଦାସରଥି ପ୍ରଧାନ, କହଳପଦା ପଞ୍ଚାୟତ ସମିତି ସଭ୍ୟ ଅକ୍ଷୟ ଜେନା,ପଞ୍ଚାୟତ ସଭାପତି ଭଗବାନ ପରିଡା,ଯୁବ ନେତା ବିପିନ ମହାରଣା, ଅରୁଣ ଦଳେଇ,ବେଣ୍ଟପୁର ପଞ୍ଚାୟତ ସରପଞ୍ଚ ପର୍ଶୁରାମ ସାହୁ,ସମିତି ସଭ୍ୟାଙ୍କ ପ୍ରତିନିଧି ବିଜୟ ଦଳେଇ,ପୂର୍ବତନ ସରପଞ୍ଚ ଜିବେସ ରାଉତରାୟ,ପାଞ୍ଚଗୋଛିଆ ଗ୍ରାମ ସଭାପତି ସମ୍ପଦ ମାଛୁଆ, ଲକ୍ଷ୍ମୀଧର ପ୍ରଧାନ,କାଳୁମାଛୁଆ ଗଉଡ଼ସାହି ଗ୍ରାମର ସଭାପତି କାଶିନାଥ ଦେ,ବିଭୁତି ଦେ ଓ ଡମ୍ବରୁ ଦେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *