STALWART SKYCITY” ନାମରେ ଉଚ୍ଚ 36 ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ କରିବାକୁ ଯାଉଅଛି

M/S ଷ୍ଟଲୱାର୍ଟ ପ୍ରୋଜେକଟ୍ସ ପ୍ରାଇଭେଟ ଲିମିଟେଡ଼ (SPPL) ଓଡିଶାର ଏକ ଆଗ୍ରଗଣ୍ୟ ରିଅଲ ଇଷ୍ଟେଟ କମ୍ପାନୀ ଯାହା ଭୁବନେଶ୍ୱର ସ୍ଥିତ ଜୟଦେବବିହାର – ନନ୍ଦନକାନନ ମାର୍ଗରେ ପଟିଆ ନିକଟରେ “STALWART SKYCITY” ନାମରେ ଉଚ୍ଚ 36 ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ କରିବାକୁ ଯାଉଅଛି Iବ୍ୟାଙ୍କିଙ୍ଗ ବୃତ୍ତିରେ ପାରଦର୍ଶିତା ଓ ଖ୍ୟାତି ଅର୍ଜନ କରିଥିବା ଶ୍ରୀଯୁକ୍ତ ଶରତ କୁମାର ସାହୁ ଷ୍ଟଲୱାର୍ଟ ପ୍ରୋଜେକଟ୍ସ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦେଶକ ଭାବରେ ଅବସ୍ଥାପିତ I କମ୍ପIନୀ ପରିଚାଳନା ନିର୍ଦେଶକ ଭାବରେ ଶ୍ରୀଯୁକ୍ତ ସାହୁ ଟ୍ରଷ୍ଟ ଉପରେ ଆଧାର କରି ଏକ ବ୍ରାଣ୍ଡ ନିର୍ମାଣ କରି ବଜାରର ଗତି ଶୀଳତାକୁ ପୁନଃଅନିର୍ଦ୍ଧିଷ୍ଟ କରିଛନ୍ତି I ସେ ବିଗତ 12 ବର୍ଷ ମଧ୍ୟରେ 17 ରୁ ଅଧିକ ପ୍ରକଳ୍ପ ସଫଳତାର ସହିତ ସମାପ୍ତ କରିଛନ୍ତି ISKYCITY ପ୍ରକଳ୍ପର ଫ୍ଲାଟ ଗୁଡିକ ଆଧୁନିକ ସୁଭିଧା ସହିତ ସୁବିନ୍ୟାସ୍ତ ଓ ସଂଯୋଜିତ ଯାହା ଆପଣଙ୍କ ଜୀବନ ଆରମଦାୟକ ଓ ସୁଭିଧାଜନକ କରିବାକୁ ସମ୍ପୂର୍ଣ ସକ୍ଷମ ସମସ୍ତ ଫ୍ଲାଟ ଗୁଡିକ ତିନି ପାର୍ଶ୍ୱରୁ ଖୋଲା ଅଛି ଓ ଏହା ପୂର୍ଣ୍ଣତଃ ବାସ୍ତୁଶାସ୍ତ୍ର ଆଧାରିତ ଏଥିରେ ସନ୍ତରଣ ସୁଭିଦI, ଓ ଶିଶୁ ବୟସ୍କ ମାନଙ୍କ ନିମନ୍ତେ ପୂର୍ଣ୍ଣ ସଜ୍ଜିତ ଜିମନାସିୟମ, ପାଠାଗାର, କ୍ଲବ ହାଉସ, ପାର୍କ, ପିଲାଙ୍କ ଖେଳପଡ଼ିଆ ପ୍ରଭୁତି ଅନ୍ୟାନ ସୁଭିଧା ରହିଛି Iସମୁଦାୟ ଚାରିଗୋଟି ଟାୱାର ମଧ୍ୟରୁ ଦୁଇଟି ହେଉଛି ଆବାସିକ ଟାୱାର ଯଥାକ୍ରମେ 36 ଏବଂ 13 ମହଲା ବିଶିଷ୍ଟ SKYCITY ପ୍ରକଳ୍ପରେ ସମୁଦାୟ 3BHK, 3BHK+SERVANT ROOM, 4BHK, 4BHK+SERVANT ROOM ଓ PENT HOUSE ସମୁଦାୟ 410 ଟି ବାସଗୃହ ଏବଂ ପ୍ରଥମ ଟାୱାରରେ 56 ଟି ବ୍ୟାଣୀଜିକ ସ୍ଥାନ ଓ ଚତୁର୍ଥ ଟାୱାରରେ କ୍ଲବ ହାଉସ ସହିତ ଅନ୍ୟାନ ସୁଭିଧା ଉପଲବ୍ଧ ରହିଛି I18.06.2023 ରେ କ୍ରିଷ୍ଟାଲ କ୍ରାଉନ ଠାରେ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଅଛି I

Leave a Reply

Your email address will not be published. Required fields are marked *