ଇନ୍ଦ୍ରଜିତ ଗୌଡ ଙ୍କ ଆକସ୍ମିକ ମୃତ୍ୟୁ

ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମର ଇନ୍ଦ୍ରଜିତ ଗୌଡ (ବୟସ – ୩୫) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତା – ୧୬/୦୭/୨୦୨୩