ବିଜେଡିର ପ୍ରେସ ମିଟ

ବିଜେଡି ପାର୍ଟି ଅଫିସରେ ଶ୍ରୀମତୀ ସ୍ନେହାଗିନୀ ଛୁରିଆ ଏବଂ ଶ୍ରୀମୟୀ ମିଶ୍ର ପ୍ରେସ ମିଟରେ ମିଡ଼ିଆ ଙ୍କୁ କହିଥିଲେ ବିଜେପି ସବୁ ବେଳେ ଚାଷୀ ଙ୍କୁ ବିପଦ କୁ ଟେକି ଦେଇଛି ଏବଂ ସବୁ ବେଳେ ବିଜେପି ନେତା ମାନେ କହୁ ଛନ୍ତି ବିଜେଡି ଚାଷୀ ଙ୍କୁ ପାତିଖାନ କରିଛି ବୋଲି ଚାରି ଆଡେ କହୁଛନ୍ତି ଏବଂ କିଛି ତଥ୍ୟ ବିଜେପି ଭାଇ ମାନେ ବିଜେପି ବିରୁଦ୍ଧରେ କହୁଛନ୍ତି ତାହା ଉପରେ ବିଜେଡି ନେତ୍ରୀ ଶ୍ରୀମତୀ ସ୍ନେହାଗିନୀ ଛୁରିଆ ତଥ୍ୟ ଉପସ୍ଥାପନ କରିବା ସହିତ ସବୁ ଚାଷୀ ମାନଙ୍କ ସହିତ କେବଳ ବିଜେଡି ହି ଅଛି । ଶ୍ରୀମତୀ ସ୍ନେହାଗିନୀ ଛୁରିଆ କହିଥିଲେ ଏବେ ଚାଷୀ ଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି ।