ହଜ ସ୍ବାସ୍ଥ୍ୟକେନ୍ଦ୍ର ରୁ ଚୋରି

ହଜ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆବ୍ଲକର ମୂଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ବୋତଳମା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଜଂକିଆଥାନା ସିକୋଫାଣ୍ଡି ଅନ୍ତର୍ଗତ ହଜପ୍ରାଥମିକସ୍ବାସ୍ଥ୍ୟକେଂଦ୍ରରେ ଗତ ବିଳମ୍ବିତ ରାତିରେ କେତେକଦୃବୁର୍ତଦ୍ବିତୀୟଫାଟକଭାଂଗି ସ୍ବାସ୍ଥ୍ୟକେଂଦ୍ରଭିତରେପଶି ଭିତରେଥିବା ଏସି, ଇନଭଟର, ରଂଗିନିଟିଭି, ସିସିଟିଭି କ୍ୟାମେରା ମେସିନ ସହ ପ୍ରାୟ୨ଲକ୍ଷଟଙ୍କା ସାମଗ୍ରୀ ଚୋରି କରି ନେଇଯାଇଛନ୍ତି।ଏଠାରେ ରାତ୍ର ଜଗୁଆଳି ନଥିବାବେଳେ ନିଯୁକ୍ତି ପ୍ରାପ୍ତ ଡାକ୍ତର ଏଠାକୁ ପାଳିକରି ଆସୁଛନ୍ତି।ଡିୟୁଟି ଦିନ ୧୨ ଟାରେ ସରିବାପରେ ଭୁବନେଶ୍ବର ବାସଭବନକୁ ଫେରିଯାଉଛନ୍ତି।ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତଡାକ୍ତର କଂଦେଖାନଥିଲା କି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।