ପୋଲସରା ବ୍ଲକ୍ ସଭା ଗୃହ ଠାରେ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ପୋଲସରା ବ୍ଲକ୍ ଅଧ୍ୟକ୍ଷା,ଉପାଧ୍ୟକ୍ଷ,BDO, ଜିଲ୍ଲା ପରିଷଦ, ସରପଞ୍ଚ ସମିତିସଭ୍ୟ ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *