ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ
ଆସିକା ତା 28/07, ଏହି ବ୍ଲକ ଅନ୍ତର୍ଗତ ଶିକ୍ଷାଧିକାରୀ ଅଧୀନସ୍ଥ ଭେଟନଇ କ୍ଳଷ୍ଟର ସରକାରୀ ବାଳିକା ବିଦ୍ୟାଳୟ ରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶିବରାମ ଗୈ।ଡ଼ ଙ୍କ ନେତୃତ୍ବ ରେ ବିଦ୍ୟାଳୟ ର 221ଜଣ ଛାତ୍ର/ଛାତ୍ରୀ କୁ 2 ହଳ ଜାମା,ଯୋତା, ମୈ।ଜା ଓ ଟୋପି ଏବଂ ଘର ପୋଷାକ ହିସାବରେ 1ଟ୍ରାକ ପେଣ୍ଟ,ଟି ସାର୍ଟ ସହିତ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ବୈଠକରେ ସ୍ଥାୟୀ ସଭାପତି ସୁଶାନ୍ତ କୁମାର ଗଉଡ ସଭାପତିପତିତ୍ବ କରିଥିଲେ। ବୈଠକ ରେ ଆସିକା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଗିରଥ ପାତ୍ର ଓ ବିଭୁନନ୍ଦନ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।ପାଣ୍ଡିଆ ପଥର ସ୍କୁଲ ର ଶିକ୍ଷକ ଅବନୀ କୁମାର ପଟ୍ଟନାୟକ ଓ ଉମେଶ କୁମାର ନାୟକ, ଶ୍ରୀମତୀ ନମିତା ଯେନା,ଟୁଲୁ ଜେନା, ଶ୍ରୀମତୀ s ରଶ୍ମୀ ଦୋରା,ମୁନା ଦୋରା, ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ ଶରତ କୁମାର ସ୍ବାଇଁ, ବାସନ୍ତୀ ନାୟକ, ପୁଷ୍ପାଞ୍ଜଳି ବେହେରା, ରଞ୍ଜିତା ଗୈ।ଡ଼ , ଅମୂଲ୍ୟ ସାହୁ,ବାଉରୀଆ ସାହୁ,B ଜ୍ୟୋତି ଦୋରା ଆଦି ବୈଠକ ରେ ଯୋଗଦେଇଥିଲେ। ବୈଠକ ର ସମସ୍ତ ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବଚ୍ଛତା, ସମୟନୁ ବର୍ତ୍ତୀତା, ଗୁଣାତ୍ମକ ଶିକ୍ଷା,ପରିମଳ ବ୍ୟବସ୍ଥା, ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟିତ୍ରୀ ଯଥା -ଝୁନୁଦାଶ, ପୁଷ୍ପାଞ୍ଜଳି ନାୟକ,ସୈ।ଦାମିନୀ ହୋତା,ପ୍ରଣୟ ବଲ୍ଲରୀ ନାୟକ,ମାମାଲି ନାୟକ,ଜୁଲି ଭିତିଆ, ଗୁରୁ ପ୍ରସାଦ ଗୈ।ଡ଼ ପ୍ରମୁଖ ସହଯୋଗ କରିଥିଲେ |