ସ୍ଵାଧିନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ସମ୍ମିଳନୀ କକ୍ଷ ମଧ୍ୟରେ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିତମ ଚନ୍ଦ୍ର ପ୍ରଧାନ,AE ରୁଦ୍ର ନାରାୟଣ ମାଝୀ ମଞ୍ଚାଷିନ ରହିଥିଲେ।ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପତାକା ଉତୋଳନ କରିବା ର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ ରାଇକିଆ ବଣିକ ସଂଘ ,ପୂଜା କମିଟି ସଭାପତି,ନାଗରିକ ମଞ୍ଚ ର କର୍ମକର୍ତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *