ହତ୍ୟା ଘଟଣାକୁ କେନ୍ଦ୍ର କରି ମିଟର ରିଡିଙ୍ଗ କର୍ମଚାରୀଙ୍କ ରାସ୍ତା ରୋକ
ଭଞ୍ଜନଗର ମିଟର ରିଡର ଏଜେଣ୍ଟ ହତ୍ୟା ଘଟଣାକୁ କେନ୍ଦ୍ରକରି ଭଞ୍ଜନଗର TPSODL କାର୍ଯ୍ୟାଳୟ ଆଗରେ ବ୍ରହ୍ମପୁର, ଆସିକା, ସୋରଡ଼ା, ବୌଦ୍ଧ ରୁ ଶତାଧିକ ମିଟର ରିଡର କର୍ମଚାରୀ ମନେ ଆସି ରାସ୍ତା ରୋକ l 30 ଲକ୍ଷ କ୍ଷତିପୂରଣ ସହିତ ପରିବାରର ଜଣେ ସଦସ୍ୟକୁ ଚାକିରୀ ଦେବା ଦାବିରେ ଧାରଣାରେ ମିଟର କର୍ମଚାରୀ ସଂଘ |
ରିପୋର୍ଟ – ଶିବ ଶଙ୍କର ପ୍ରଧାନ