ନୂତନ ଆଇ ଆଇ ସି ଙ୍କ କାର୍ଯ୍ୟରେ ଯୋଗଦାନ

ରାୟଗଡା: ରାୟଗଡ଼ା ବ୍ଳକ ଅନ୍ତର୍ଗତ ଚାନ୍ଦିଲି ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଯୋଗଦାନ କରିଛନ୍ତି। ଗତକାଲି ତା ୦୭-୦୮-୨୦୨୩ ରିଖରେ ବିଧିବଦ୍ଧ ଭାବେ ଚନ୍ଦିଲି ଥାନାର ଆଇ ଆଇ ସି ଭାବରେ ଶ୍ରୀଯୁକ୍ତ ଯୋଶବନ୍ତ ହିଆଲ ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୁର୍ବରୁ ସେ କଳାହାଣ୍ଡି ଜିଲ୍ଲା କୋକସରା ଥାନର ଭାରପ୍ରାପ୍ତ ଅଧିକାରୀ ଭାବରେ୪ବର୍ଷ ଅବସ୍ଥାପିତ ଥିଲେ। ଏ ଅଞ୍ଚଳର ଶାନ୍ତି, ସୁରକ୍ଷା ବଜାୟ ରଖିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସହଯୋଗ ରହିବ ବୋଲି ଜନସାଧାରଣ ଆଶା ପୋଷଣ କରିଛନ୍ତି ।