ନୂତନ ଭଦ୍ରକ ଆଦର୍ଶ ଟାଉନ ଥାନାକୁ ଉଦଘାଟନ କଲେ ପୋଲିସ ମହାନିର୍ଦ୍ଦେଶକ

ନବ ନିର୍ମିତ ଭଦ୍ରକ ସହରାଞ୍ଚଳ ଆଦର୍ଶ ଥାନା ଗୃହକୁ ଉଦଘାଟନ କଲେ ପୋଲିସ ଡିଜିପି l ଭଦ୍ରକ ସହରବାସୀଙ୍କ ପାଇଁ ଅପେକ୍ଷାରେ ଥିବା ଏହି ଥାନା ଆଗକୁ ଆହୁରି କ୍ରିୟାଶୀଳ ହେବ ବୋଲି ଡିଜିପି କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଭଦ୍ରକ ଓ ଏସପି ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଧନ୍ୟବାଦ ଭଦ୍ରକ ପୋଲିସ |

Leave a Reply

Your email address will not be published. Required fields are marked *