ଡ଼ଃ ଶ୍ରୀରାମଚନ୍ଦ୍ର ଦାଶ ଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର ଠାରେ ଜିଲା ପ୍ରଶାସନ ପକ୍ଷରୁ ବିଶିଷ୍ଠ ଶିକ୍ଷାବିତ ଡ଼ଃ ଶ୍ରୀରାମଚନ୍ଦ୍ର ଦାଶ ଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଜଗତସିଂହପୁର ପୌରାଧକ୍ଷା ଅର୍ଚନା ସିଂ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରୁଦ୍ର ନାରାୟଣ ମିଶ୍ର, ସାମ୍ବାଦିକ ମନୋଜ ଦାଶ ଓ ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସାମ୍ବାଦିକ ସରୋଜ ସାହୁ, ମାନସ କୁମାର କାନୁନଗୋ ପ୍ରମୁଖ ଯୋଗଦେଇ ଡ଼ଃ ଦାଶ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତି ଚରଣ କରିଥିଲେ ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *