ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ରାଧାରମଣ ସ୍ୱାଇଁଙ୍କ ପିତାଙ୍କ ଏକାଦଶାହ ଅନୁଷ୍ଠିତ

ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ରାଧାରମଣ ସ୍ୱାଇଙ୍କ ପିତା ପ୍ରହ୍ଲାଦ ସ୍ୱାଇଁଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯୋଗଦେଇ ସ୍ୱର୍ଗତ ପ୍ରହ୍ଲାଦ ସ୍ୱାଇଁଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଶ୍ରୀଜଗନ୍ନାଥ ଅସୀମ ଶକ୍ତି ପ୍ରଦାନ କରନ୍ତୁ ବୋଲି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଶୋକବାର୍ତ୍ତାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *