ଯାତ୍ରୀବାହୀ ବସ ଓ କାର ମୁହାମୁହିଁ ଧକ୍କା, ଦୁଇଜଣ ଗୁରୁତର

ନିମାପଡା – ପିପିଲି ରାସ୍ତା ଧନୁଆ ଛକ ନିକଟରେ ଯାତ୍ରୀବାହୀ ବସ ଓ କାର୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାରରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି ।
ପୋଲିସ ପହଞ୍ଚି ବସ ଓ କାର କୁ ଜବତ କରି ତଦନ୍ତ ଜାରି ରଖିଛି ।ଘଟଣା ରୁ ପ୍ରକାଶ ଯେ ନିମାପଡା ପଟୁ ଏକ କାରରେ ଦୁଇ ଜଣ ଯାତ୍ରୀ ଯାଉଥିବା ବେଳେ ପିପିଲି ପଟୁ ଏକ ଯାତ୍ରୀବାହୀ ବସ ଦୃତ ବେଗରେ ଆସି ମୁହମୁହି ଧକା ହୋଇଥିଲା ।ଆହତ କୁ ପୋଲିସ ଉଦ୍ଧାର କରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ କାର ଓ ବସ୍ କୁ ଥାନାରେ ଅଟକ ଅଛି ।
ନିମାପଡା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *