କୃମି ଔଷଧ ଖାଇ ଅସୁସ୍ଥ

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ଶୁଗୋ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି କୃମି ଔଷଧ ବଣ୍ଟନ କରାଯାଇଛି। ବଣ୍ଟନ ପରେ ସୁଗୋ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ମାନେ କୃମି ଔଷଧ ଖାଇ ଥିଲେ, ଖାଇଲା ପରେ ଚାରି ଜଣ ଛାତ୍ରୀ ଙ୍କ ମୁଣ୍ଡ ବୁଲାଇ ଥିଲା।ସ୍କୁଲ ର ଶିକ୍ଷକ ଚାରି ଜଣ ଛାତ୍ରୀ ଙ୍କୁ ବାସୁଦେବ ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୁରୂତର ଅବସ୍ଥାରେ ଆଣି ଭର୍ତ୍ତି କରିଥିଲେ ।

Punilkumar Samanta reporter

Leave a Reply

Your email address will not be published. Required fields are marked *