ପ୍ରମାଣ ସହ ଧାରଣାରେ ଦିପିକା
ଗଂଜାମ ଜିଲ୍ଲା : ପ୍ରମାଣ ସହ ଧାରଣାରେ ବସିଲେ ଦିପିକା। ଏବେ ଦୀପିକା କହିଛନ୍ଦିତି ଦିନେଶ କୁ ଅନୁରୋଧ ଆମ ପିଲାକୁ ବାପର
ପରିଚୟ ଦିଅନ୍ତୁ। ଏକବର୍ଷ ପରେ ପୁଣି ଧାରଣ କୁ ଫେରିଲେ । ଚାରିଦିନ ଧରି ଖରା ଓ ବର୍ଷା ରେ ବସିଛନ୍ତି। ଦୀପିକା ଅଭିଯୋଗ କରିଛନ୍ମୋତି ଯେ ତାଙ୍କୁ କୈାଣସି ପ୍ରକାର ପ୍ରାଶାସନିକ ସହାୟତା ମିଳୁନାହିଁ । ଗରିବ ହୋଇ ଥିବା ରୁ ତାଙ୍କୁ ନ୍ୟାୟ ମିଳୁନାହିଁ । ସମସ୍ତ ମିଡ଼ିଆ ଭାଇ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।
ରିପୋର୍ଟ କୃଷ୍ଣ ଚନ୍ଦ୍ର ସାମନ୍ତରାୟ