ଏସ ଟି ଏଫ କବଜାରେ ଦୁଇ ବନ୍ଧୁକ ଚୋରା ବେପାରୀ ।

ଖୋର୍ଦ୍ଧା ଜଙ୍କିଆ ଅଂଚଳରେ ଚୋରା ବନ୍ଧୁକ କାରବାର ଚାଲିଥିବା ବେଳେ ଅତର୍କିତ ଚଢ଼ାଉ କରି କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଟି ରିଭଲଭର/ପିସ୍ତଲ ,୫ଟି ସଟ ଗନ, ଓ ୯ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି।ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ରଣପୁରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣକ ଖୋର୍ଦ୍ଧା ଟାଉନର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *