ସ୍ୱାଧିନତା ଦିବସରେ ଖଡ଼ିଆଳର ନୂଆ କିଛି ଉଦଘାଟନ କରିଥିଲେ ଖଡ଼ିଆଳ ବିଧାୟକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ର ଜିମ୍ କଲେଜ୍ ବେୟାମ୍ ଜଗିଂ ଉଦ୍ଘାଟନ ସହ ଆମ୍ବେଦକର ଛକ ର ସେଲଫି ପଏଣ୍ଟ I O KHARIAR , ବ୍ଲକ୍ ଛକ ର “ଆମର ଖଡ଼ିଆଳ” ସେଳଫି ପଏଣ୍ଟ ଓ ଲାଲବହାଦୂର୍ ଶିଶୁ ଉଦ୍ୟାନ ପାର୍କ ର ଶୁଭ ଉଦଘାଟନ ଖଡ଼ିଆଳ ବିଧାୟକ ଶ୍ରୀ ଅଧୀରାଜ ମୋହନ ପାଣିଗ୍ରାହୀ ଙ୍କ କରକମାଳ ରେ ହୋଇଥିବା ବେଳେ ଏହି ଉଦଘାଟିନ ସମାରୋହ ରେ ଖଡ଼ିଆଳ ନଗର ପାଲ୍ ଶ୍ରୀ ଉଜ୍ୱଳଗୁପ୍ତା , ଉପାଧ୍ୟକ୍ଷା ଶ୍ରୀମତୀ ସକୁନ୍ତ୍ତଲା ରାଉତ , କାର୍ଯ୍ୟ ନିରୀକ୍ଷକ ଚିନ୍ମୟ ଆଚାଜ୍ୟ ,କାଉନସିଲର ଶ୍ରୀମତୀ କିରଣ ତାଣ୍ଡି ଙ୍କ ସମେତ କେତେ ମାନ୍ୟ ଗୁନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।
