କଙ୍କିଳୀ ଗ୍ରାମ ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପିର ଧାରଣା

ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକାରର ସମସ୍ୟା ଓ ପଞ୍ଚାୟତରେ ଚାଲିଥିବା ପିଶି କାରବାର ଦୁର୍ନିତି ବିରୋଧରେ ଗରିବ ଲୋକଙ୍କ ହକ୍ ପାଇଁ ଓ ଓଡିଆ ଙ୍କ ହକ୍ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ କଙ୍କିଳୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା l ଏଥିରେ ବିଜେପିର ମୁଖ୍ୟ ନେତା ଶ୍ରୀଯୁକ୍ତ କାଳନ୍ଦୀ ସାମଲ , ମିଡ଼ିଆ ସେଲର ଜିଲ୍ଲା ଅଧକ୍ଷ ପର୍ଶୁରାମ ବାରିକ ,ନରେଶ ବେହେରା, ଧରମପୁର ସେବା ସମବାୟ ବ୍ୟାଙ୍କର ସଭାପତି ନରେଶ ଦାସ , ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ତଥା , ଲିପୁନ କାଞ୍ଜି , ସୁଶାନ୍ତ କୁମାର ମହାନ୍ତି,ପାଣ୍ଡବ ମହାନ୍ତି, ଖଇରା ପ୍ରଧାନ , ସୁଶାନ୍ତ ପ୍ରଧାନ ,ସୁଧାକର ତୁଙ୍ଗ ,ଦିବ୍ୟ ରଞ୍ଜନ ଦାସ,ଗୋବିନ୍ଦ ଦେହୁରୀ ଏବଂ ଗ୍ରାମର କର୍ମକର୍ତ୍ତା ମାନେ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *