?ସ୍ପେଶାଲ ଟାସ୍କଫୋର୍ସକୁ ମିଳିଲା ଆଉ ଏକ ସଫଳତା?

ଭୁବନେଶ୍ୱର ୧୮/୦୭ : ଗତ ୧୭ ତାରିଖରେ ସ୍ପେଶାଲ ଟାସ୍କଫୋର୍ସ ଦ୍ବାରା ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁ ରେ ୨ ଜଣ ଅପରାଧୀ ସହ ୫ଟି ବନ୍ଧୁକ , ୫ଟି ରିଭଲଭର, ଏସ୍ ବି ଏମ ଏଲ ଗନ ୧ଟି, ୮ରାଉଣ୍ଡ ଅଫୁଟା ଗୁଳି ସହିତ ଗୋଟେ ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ୨ଜଣ ହେଲେ ବସନ୍ତ ମହାରଣା ଓରଫ ବୁଟୁ, ରଣପୁର ଜିଲ୍ଲା- ନୟାଗଡ ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ ଜଗନ ଖୋର୍ଦ୍ଧା ଟାଉନ ରୁ ଗିରଫ କରାଯାଇଛି । ସ୍ପେଶାଲ ଟାସ୍କଫୋର୍ସ ୨ ଜଣକ ନାମରେ କେଶ ନଂ ୨୪/ ତା ୧୭/୭/୨୦୨୧U/S ସହ୨୫/୨୭ ଆର୍ମ ଆକ୍ଟ ରେଜିଷ୍ଟ୍ରେସନ କରାଯାଇ ସେମାନଙ୍କ ବିରୁଦ୍ଧରେ ତଦନ୍ତ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *