ଜଗତସିଂହପୁରରେ ଫଟୋ ଭିଡିଓଗ୍ରାଫିକ ଟେଡର୍ସ ଆସୋସିଏସନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ସପ୍ତାହ ପାଳନ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-19-at-9.52.10-PM-1024x585.jpeg)
ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ଜଗତସିଂହପୁର ଫଟୋ ଭିଡିଓଗ୍ରାଫିକ ଟେଡର୍ସ ଆସୋସିଏସନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ସପ୍ତାହ ପାଳନ ।
ଏହି ଅବସରରେ ଜଗତସିଂହପୁର ଗୋପାଳସାଗର ସ୍ତିତ ପ୍ରଭୁ ମାର୍କଣ୍ଡେଶ୍ୱର ମନ୍ଦୀର ପ୍ରାଙ୍ଗଣରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ,ସନ୍ନମାନିତ ଅତିଥି ଭାବେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ମନ୍ଦୀର ପରିସରରେ ବୃକ୍ଷ ଚାରା ରୋପଣ କରିଥିଲେ ଓ ଆସୋସିଏସନ ର ଫୋଟୋଗ୍ରାଫର ମାନଙ୍କର ଏହି ମହତ କାର୍ଯ୍ୟକୁ ଭୁଇୟସୀ ପ୍ରଶଂସା କରି ଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଯେ ପି ଭି ଟି ଆସୋସିଏସନ ର ସମ୍ପାଦକ ଶୁଭଙ୍କର ଜେନା ,ସାଂଘଠନିକ ସମ୍ପାଦକ ବାସୁଦେବ ସ୍ୱାଇଁ ,କୋଷାଧକ୍ଷ ଲାଲ ସଂଗ୍ରାମ କେଶରୀ ରାୟ,ସହ ସମ୍ପାଦକ ପ୍ରଦୀପ୍ତ ପ୍ରଧାନ ଓ କୁଶଲ କୁମାର ସିଂହା,କାର୍ଯ୍ୟକାରୀ ସଦସ୍ୟ ବିଷ୍ଣୁ ଚରଣ ରାୟ ,ରୁପେଶ ବାରିକ ,କରନ ଖାଁନ ,ବାସୁଦେବ ବେହେରା , ଇଶ୍ୱର କୁମାର ଦାସ , ,ରାହୁଲ ଭୂଇଁଆଁ , ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ ,ଓ ଶେଷରେ ସମସ୍ତ ଅତିଥି ଓ ଫୋଟୋଗ୍ରାଫର ମାନଙ୍କୁ ଅଜିତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-19-at-9.52.10-PM-1-1024x584.jpeg)