ବିଶିଷ୍ଟ ହୋମିଓପାଥିକ୍ ଡାକ୍ତର ଅନନ୍ତ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ

*ବିଶିଷ୍ଟ ହୋମିଓପାଥିକ୍ ଡାକ୍ତର ଅନନ୍ତ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ* ହ୍ୟାନିମ୍ୟାନ ହୋମିଓପାଥିକ ସେଣ୍ଟର ପକ୍ଷରୁ ବିଶିଷ୍ଟ ହୋମିଓପାଥିକ୍ ଡାକ୍ତର ତଥା ହ୍ୟାନିମ୍ୟାନ ହୋମିଓପାଥିକ ସେଣ୍ଟର ପ୍ରତିଷ୍ଠାତା ଡା. ଅନନ୍ତ ଚରଣ ପଟ୍ଟନାୟକଙ୍କ ୧୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ସମସ୍ତେ ମନେ ପକାଇଥିଲେ ।ଆଜି ବି ତାଙ୍କ ଦ୍ଵାରା ଲିଖିତ ହୋମିଓ ବିଧାନ ପୁସ୍ତକ ଘରେ ଘରେ ବେଶ୍ ପରିଚିତ ।

Leave a Reply

Your email address will not be published. Required fields are marked *