ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ମନଙ୍କ , ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା l
ପ୍ରଥମ ଦାବି – ପଞ୍ଚାୟତ ନିର୍ବହୀ ଅଧିକାରୀ (p.E.o) ମlନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨(ଯୁକ୍ତ ଦୁଇ) ରୁ+୩(ଯୁକ୍ତ ତିନି/ସ୍ନlତକ)କରିବା ସହ pay level – 5 ra₹ 21,700/- ରୁ
pay level – 9 ra₹ 35,400/- ମଜୁରୀ କରିବl
ଦୂତୀୟ ଦାବି – ଦଶବର୍ଷ ଚlକିରି ପୁରାଣ କରିଥିବା p.E.O ସମୂହଙ୍କ ପାଇଁ ସ୍ବତନ୍ତ୍ର ପଦବୀ ସୃଷ୍ଠି କରି ଅବସ୍ଥାପିତ କରଜାଉ l ଏବଂ GPDO ପଦବୀ କୁ ସତ ପ୍ରତିଶତ ପଦର୍ଣିତ ର ବ୍ୟବସ୍ଥା କରିବ ଦାବି ରହିଛି l ଓ ଏଥିସହ OPRS କ୍ୟାଡର ରେ PEO ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ l
ସରକlର ଙ୍କୁ ଦାବି ପ୍ରଦାନ କରଯାଇଛି l ସରକାର ଦାବି ଗୁଡ଼ିକ ଉପରେ ଅଦ୍ୟାବଧ କୌଣସି ବିଚାର କରୁନଥିବାରୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ୍ ଓଡ଼ିଶା ନିଷ୍ପତି କ୍ରମେ ସମସ୍ତ 30ଗୋଟି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ତା ୧୮.୫.୨୦୨୩ରିଖ ଠାରୁ ଅନିର୍ଦ୍ଧିଷ୍ଟ କଳା ପର୍ଜନ୍ତ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି l ରଜ୍ୟପଞ୍ଚୟତ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶା ଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଜିଲ୍ଲା ସଂଘ ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇ ଜିଲ୍ଲା ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ତା ୧୮.୮.୨୦୨୩ ରିଖ ଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ କଲମ ଛଡ଼ା ସହିତ ଗଣ ଧାରଣl ରେ ଯୋଗ ଦେଇଛନ୍ତି l ଆଜି ତା ୨୧.୮.୨୩ ରିଖ ଚତୁର୍ଥ ଦିବସ ରେ ମଧ୍ୟ ଏହା ଜାରି ରହିଛି l ଏହି କର୍ଯ୍ୟ କ୍ରମ କୁ ପୁରି ଜିଲ୍ଲା ର ସଭାପତି ଭାସ୍କର ଚଦ୍ର ସାହୁ ଓ ସମ୍ପାଦକ ମନ୍ଦିପ ସାଥପତି ପରିଚାଳନା କରିଥିବା ବେଳେ ପୁରୀ ଜିଲ୍ଲା ର ଶତାଧିକ ପଞ୍ଚାୟତ ନିର୍ବାହି ଅଧିକାରୀ ଯୋଗଦାନ କରିଥିଲେ l ପୁରୀରୁ କବିତା ଗୁରୁଙ୍କ ସହିତ ରମେଶ ସାହୁଙ୍କ ରିପୋର୍ଟ l
