ଧୋବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-21-at-8.01.16-PM-1-1024x766.jpeg)
ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଧୋବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହେଉଥିଲା। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ସରପଞ୍ଚ,ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରେସିଡେଣ୍ଟ ଓ କମିଟି ବୈଠକ ସହଯୋଗ କରିଥିଲେ।
ରିପୋର୍ଟ – କୃଷ୍ଣ ଚନ୍ଦ୍ର ସାମନ୍ତରାୟ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-21-at-8.01.16-PM-1024x766.jpeg)