ଚନ୍ଦ୍ରାୟନ୩ର ସଫଳ ଅବତରଣ

ଚନ୍ଦ୍ରାୟନ୩ର ସଫଳ ଅବତରଣ ପରେ ଦୋଳମଣ୍ଡପସାହିରେ ରସଗୋଲା ବଣ୍ଟନ। ଖୁସିରେ ଲକ୍ଷ୍ମୀ ନୃସିଂହ ବିନାୟକ କମିଟିର ଯୁବ ସେଵାୟତଙ୍କ ରସଗୋଲା ବଣ୍ଟନ କରି ମହାପ୍ରଭୁ ଆର୍ଶୀବାଦ ରେ ଭାରତକୁ ସଫଳତା ମିଳିଲା। ମହାପ୍ରଭୁଙ୍କ ବନକ ଲାଗି ଆରମ୍ଭ ହେଲି ଠିକ ସନ୍ଧ୍ୟା ୬ଟାରେ ଦର୍ଶନ ବନ୍ଦ ହେଲା ତାପରେ ଚନ୍ଦ୍ରାୟନ ୩ ସମୟ ୬ଟା ୪ମିନିଟରେ ସଫଳ ଭାବରେ ଲ୍ୟାଣ୍ଡଡେ ହେଲା l

Leave a Reply

Your email address will not be published. Required fields are marked *