କଂଗ୍ରେସ ତରଫରୁ ସେମିଳିଗୁଡା ବ୍ଲକ ଘେରାଉ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଠାରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦେଶରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦୁର୍ଗା ଶଙ୍କର ସାହୁ ସେମିଲିଗୁଡା ବ୍ଲକ କଂଗ୍ରେସ ସଭାପତି ସନିଆ ମାଝିଙ୍କ ନେତୃତରେ ସେମିଳିଗୁଡା ବସଷ୍ଟାଣ୍ଡ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସୋତାଦିକ ଜନ ସମାଗମ ହୋଇ ବିଶାଳ ରାଲ୍ଲୀ ପଦଯାତ୍ରା ମାଧ୍ୟମରେ ସେମିଳିଗୁଡ଼ା ବିଡ଼ିଓ ସବ୍ୟସାଚୀ ବେହେରାଙ୍କ ଜରିଆରେ ମହାମୋହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ନ ଦଫା ଦାବୀ ପ୍ରଦାନ କରାଗଲା ।ଏହି ଅବସରରେ ପଟ୍ଟାଙ୍ଗି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ , କଂଗ୍ରେସ ଆସଇ ପ୍ରାର୍ଥୀ ସାମ୍ଭା ପାଙ୍ଗି,ଜିଲ୍ଲାପରିଷଦ ୧ ଯୋଶଧା ଖିଲ ଜିଲ୍ଲାପରିଷଦ ୨ ମହୋନ ଯାନୀ ସାଂସଦ ପ୍ରତିନିଧି ଜଗତରାୟ ଖିନିବୁଡି, ବ୍ଲକ ସଭାପତି ସୋନିଆ ମାଝୀ, ସରପଞ୍ଚ ପିତାମ୍ବର କ୍ରିସାନୀ ସମିତି ମେମ୍ବର ୱାର୍ଡମେମ୍ବର ବ୍ଲକ ଯୁବ ସଭାପତି ଜଗଦିଶ ବାଘ ଛାତ୍ର ସଭାପତି ଡ଼ମ୍ବରୁ ଗୁଣ୍ଠା, ସେମିଳିଗୁଡ଼ା ଜୋନ ବ୍ଲକ ଅଧକ୍ଷ ମୋହନ ଯାନୀ,ସେମିଳିଗୁଡ଼ା ଜୋନ ୧ ର ଜିଲ୍ଲା ପରିଷଦ ଯଶୁଦା ଖିଲ, ଅଶୋକ କନ୍ଦପାନ କମୁଳୁ ଧଡକା ରାଜେନ୍ଦ୍ର ପାଙ୍ଗି ସମେତ ଅନେକ କଂଗ୍ରେସ କର୍ମୀ ଯୋଗଦେଇଥିଲେ l
ରିପୋର୍ଟ: ସୁବାଷ ଚନ୍ଦ୍ର ନାହାକ