ପୌରପାଳିକା ଜନ୍ମ ଦିନରେ ପୌର ପରିଷଦ ଙ୍କୁ ପୌର ନିର୍ବାହୀ ଅଧିକାରୀଙ୍କ ଅବମାନନା

ଭଦ୍ରକ ପୌର ପାଳିକା ଜନ୍ମ ଦିନ ରେ ପୌର ପାରିଷଦ ଙ୍କୁ ପୌର ନିର୍ବାହୀ ଅଧିକାରୀଙ୍କ ଅବମାନନା, ନା ଡକା ଗଲା ମିଟିଙ୍ଗ ନା ଦିଆଗଲା ନିମନ୍ତ୍ରଣ ପତ୍ର ପୌର ପାଳିକା ପରମ୍ପରା ଭଙ୍ଗ କଲେ ସାହା ବାବୁ ମୁଁହ ଖୋଲିଲେ ପୌର ପରିଷଦ ଙ୍କ ପ୍ରତିନିଧି,ଭଦ୍ରକ ପୌର ପରିଷଦ କଥା ହାଟ ରେ ପଡୁଅଛି ହଁ ଆଜ୍ଞା ପୌର ପାଳିକାର ଆଜି ଜନ୍ମ ଦିନ ପାଳନ କରାଯାଉଥିବା ବେଳେ ଶାସନ କଳର କିଛି ପୌରପରିଷଦ ଙ୍କ ପ୍ରତିନିଧି ମାନଙ୍କୁ ଡକାଯାଇ ନଥିବା ବେଳେ ମୁହଁ ଖୋଲିଛନ୍ତି ୧ ନମ୍ବର ଓ୍ବାର୍ଡ ର ପୌର ପରିଷଦ ପ୍ରତିନିଧି ।