ପ୍ଲାଇଓଡ଼ ବେଡ ଉପରେ ଖସି ରୋଗୀ ସାମାନ୍ୟ ଆହତ

ଭଦ୍ରକ ଗେଲପୁର ନୂତନ ଶିଶୁ ହସ୍ପିଟାଲ ର 4 ନଂ ଶିଶୁ ୱାର୍ଡ଼ ରେ ଉପରେ ଥିବା ପ୍ଲାଇଓଡ଼ ବେଡ ଉପରେ ଖସି ପଡ଼ିଛି । ଭାଗ୍ୟ କୁ ବର୍ତ୍ତି ଗଲେ ବେଡ଼ ରେ ଥିବା ରୋଗୀ, ସାମାନ୍ୟ ଆହତ,ସାମାନ୍ୟ ଝଡ଼ତୁଫାନ ରେ ଖୋଲିଲା 5T ସ୍ୱାସ୍ଥ ସେବା ର ଗୁମର| ଭଦ୍ରକ ଗେଲପୁର ଠାରେ କୋଟି କୋଟି ଟଙ୍କା ରେ ନିର୍ମିତ ହୋଇଥିବା ଶିଶୁ ବିଭାଗ । ଶିଶୁ ବିଭାଗ ୪ନ ୱାର୍ଡ ରେ ଖସିଲା ପ୍ଲାଏ ୱାଲ୍,ଶିଶୁ ରୋଗୀ ଆହତ, ଘଟଣା ରୁ ଜଣାପଡିଛି ଏହି କିଛି ଦିନ ହେବ ୫ ଟି ସଚିବ ଆସି ନୂତନ ଭାବରେ ଶିଶୁ ବିଭାଗ ଉଦଘାଟନ କରିଥିଲେ କିନ୍ତୁ ଏହା ଅତି ନିମ୍ନ ମାନର ହୋଇଥିବାରୁ ଘଟଣା ଘଟିଥିଲା ବହୁ ରୋଗି ଭୟଭିତ ହୋଇ ପଡିଥିବାରୁ କିଛି ରୋଗୀର ପରିବାର କହିଛନ୍ତି, ଏହି ଶିଶୁବିଭାଗ ଅଳ୍ପ ଦିନ ରେ କାର୍ଯ୍ୟ ଶେଷ ହୋଇଥିବା ର ଏବଂ ଅତି ନିମ୍ନ ମାନର କାମ କରାଯାଇଥିବାରୁ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି

punil Kumar Samanta reporter

Leave a Reply

Your email address will not be published. Required fields are marked *