ଓରମାସ୍ ତରଫରୁ ମିଶନ ଶକ୍ତି ଉତ୍ପାଦକ ଗୋଷ୍ଠି କାର୍ଯ୍ୟାଳୟ ଶୁଭାରମ୍ଭ

କନ୍ଧମାଳ କୋଟଗଡ ବ୍ଲକ ଅନ୍ତର୍ଗତ ଫାର୍ମ ନିକଟରେ ମିଶନ ଶକ୍ତି କାର୍ଯ୍ୟାଳୟ ଦିନ ୧୧ ଘଂଟିକା ସମୟରେ କୋଟଗଡ BDO ଶ୍ରୀ ଅର୍ଜୁନ ପ୍ରଧାନ ଓ ସମିତି ସଭ୍ୟା ଶ୍ରୀ ସସ୍ମିତା ନାୟକଙ୍କ କର କମଳରେ ଉଦଘାଟନ ହୋଇଥିବା ବେଳେ ଦେଖିବାକୁ ମିଳିଛି OLM କୋଡିନେଟର ଶ୍ରୀ ପରମା ବଡ଼ ସେଟ ଉତ୍ପାଦକ ଗୋଷ୍ଟି ର ସଭାପତି ଶ୍ରୀ ସିରେସା ମଲ୍ଲିକ ସମ୍ପାଦକ ଶ୍ରୀ ଜଗନ୍ନାଥ ମାର୍କଣ୍ଡ କୋଷଦକ୍ଷ ଶ୍ରୀ ସନ୍ତୋଷ ମଲ୍ଲିକ ଉଦ୍ୟୋଗୀ ମିତ୍ର ଶ୍ରୀ ମାଧବ ପ୍ରଧାନଙ୍କ ପ୍ରଚେଷ୍ଟା ରେ 40ଜଣ ସଭ୍ୟ ସଭ୍ୟା କୁ ନେଇ 2019ମସିହାରେ ଏହି ଯୋଜନା ଆରମ୍ଭ କରିଥିଲେ! କିନ୍ତୁ ଆଜି ତାହାର ଶୁଭ ଉଦଘାଟନ କରି କୋଟଗଡ ପାଇଁ ଏକ ଶୁଭ ସଂକେତ ଦେଇଛନ୍ତି ଯାହା ଓଡିଶା ଓ ଓଡିଶା ବାହାରେ ବି କୋଟଗଡ଼ର ନା ନିଶ୍ଚିତ ମନେ ରଖିବେ ।
କନ୍ଧମାଳ କୋଟଗଡ଼ରୁ ଭବାନି ଶଙ୍କର ଜେନାଙ୍କ ରିପୋର୍ଟ
