ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ପୋଷାକ ଓ ଖାଦ୍ୟ ବିତରଣ ଉତ୍ସବ ଅନୁଷ୍ଠିତ

ଶିକ୍ଷକ ଓ ସମାଜସେବୀ ଶ୍ରୀ ମତୀ ରଶ୍ମିତା ରାଉଳ ଗଂଜାମ ଜିଲ୍ଲା ଶେରଗଡ଼ ନିକଟସ୍ଥ ବାକିଲିକଣା କବି ନରସିଂହ ମାଠ ଦୃଷ୍ଟି ହିନ ଓ ବଧିର ଓ ଅନଗ୍ରସର ବିଦ୍ୟାଳୟ ରେ ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସ୍ତ୍ରର ଓ ପୋଷାକ ବିତରଣ ସହ କିଛି ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଛନ୍ତି। ମୂଖ୍ୟ ଅତିଥି ମିସ ସୁଇଟ ସାହୁ ସମ୍ମାନ ଅତିଥି ବିଳାସିନୀ ପାଢ଼ୀ, ମୂଖ୍ୟ ବକ୍ତା ଶର୍ମିଳା ରାଉଳ , ବିପିନି ପଟ୍ଟନାୟକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସଂପାଦକ ଉପସ୍ଥିତ ଥିଲେ। ଏବଂ ସ୍ଥାନୀୟ ଲୋକ ଓ ପେରେସ୍ ବିଦ୍ୟାଳୟ କର୍ମଚାରୀ ମାନେ ଉତ୍ସବ ରହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।
