୫ମ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ପ୍ରଜ୍ଞାନ ମିଶନ୍ ଆନୁକୁଲ୍ୟରେ କରାଯିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ନିମାପଡା ର ସମାଜସେବୀ ଜୋଶ୍ନାରାଣୀ ନାୟକ l ଆଜି ନିମାପଡା ର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନିମାପଡ଼ା ବ୍ଲକର ଆଖପାଖ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୬୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ମୁଖ୍ୟଅତିଥି ଭାବେ ସମାଜସେବୀ ଜ୍ୟୋସ୍ନା ରାଣୀ ନାୟକ ବିଚାରକ:-ପଣ୍ଡିତ ସୁଧାଂଶୁ ଶେଖର ମହାପାତ୍ର,ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର,ଅଧ୍ୟାପକ ବାସୁଦେବ ଆଚାର୍ଯ୍ୟ,ଅଧ୍ୟାପକ ରଂଜନ କୁମାର ପଣ୍ଡା,ଶ୍ରୀମତୀ ଗୀତାରାଣୀ ସାହୁ,ସୁଶ୍ରୀ ସ୍ମରଣୀକା ଦାସ,ଶ୍ରୀଯୁକ୍ତ ସିମନ୍ତ ଶେଖର ରଥ,ବି.କେ.ପ୍ରଭାକର ପ୍ରମୁଖ…ପ୍ରଜ୍ଞାନ ମିଶନ୍ ତରଫରୁ ସ୍ୱାମୀ ପୂଜା ନନ୍ଦ ମହାରାଜ…ପୁରୀ ଜିଲ୍ଲା ସଂଯୋଜକ ଅଶୋକ ନାୟକ ଙ୍କ ସଂଯୋଜନାରେ…କ୍ରୁତୀ ପ୍ରତିଯୋଗୀ:-କ’ବିଭାଗ ୧ମ,୨ୟ,୩ୟ ଯଥାକ୍ରମେ:-ଶାସ୍ୱତ ନିସଙ୍କ,ତିଆଶା ମହାନ୍ତି,ସୌମ୍ୟାଲିପସା ସ୍ୱାଇଁ…ଖ’ବିଭାଗରେ:-ସତ୍ଯ ଦର୍ଶୀ ଦାସ,ଆଞ୍ଜେଲିନା ବରାଳ,ଆଦ୍ୟାଶା ସେନାପତି…ଗ’ବିଭାଗରେ:- ଓମ୍ ପ୍ରସାଦ ମିଶ୍ର,ପୁନମ ପ୍ରିୟଦର୍ଶିନୀ,ନନ୍ଦିନୀ ଭୋଇ ଏବଂ ଘ’ବିଭାଗରେ ରଂଜିତା ସତପଥୀ…ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କୁ ମନୋନୀତ ହୋଇଥିଲେ l

Leave a Reply

Your email address will not be published. Required fields are marked *