ସୌର ଏବଂ ପୱନ ଶକ୍ତି କେନ୍ଦ୍ର ଶୁଭ ଉଦଘାଟନ

କୋରାପୁଟ : ସୁନାବେଡା ଏରୋନୋଟିସ ଡି.ଏ. ଭି ହାଇସ୍କୁଲ ରେ ସୌର ଏବଂ ପୱନ ସକ୍ତି କେନ୍ଦ୍ର ସୁଭ ଉଦଘାଟନ ହୋଇଛି |ପବିତ୍ର ଗୁରୁ ଦିବସ ଅବସର ରେ ମିଗ ନଗରୀ ସ୍ଥିତ ଭିତି ସ୍ଥାପନ ହୋଇଛି |ଛାତ୍ର ଛାତ୍ରୀ ମାନଙ୍କ ଉଦ୍ୟାସ ରେ ଉତ୍ସ ଗତ ହୋଇ ବହୁ ଆଶା ପରିକଳ୍ପନା କୁ ହାଲ ସୁଖଇ ପ୍ରଭାଗ ଜେନେରାଲ ମ୍ୟାନେଜେର ଗିରିଶ କୁମାର ଠକରେ କ କର କାମଳ ରେ ଶୁଭ ଉଦଘାଟନ କରା ଯାଇଥିଲି |ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର କର ଅକ୍ଲାନ୍ତ ପରିଶ୍ରମ ହାଲ କର୍ମ ଚାରି ଙ୍କର ପ୍ରଚେଷ୍ଟା ଓ ସମର୍ଥନା ଏବଂ ସ୍କୁଲ ର ପୁରାତନ ଛାତ୍ର ଶିବାନନ୍ଦ ବେହେରା କ ଅବଦାନ ରୁ ପ୍ରତିଷ୍ଠିତ ହବାକୁ ଯାଉଥିବା ଏହି ପରିକଳ୍ପନା ରୁ 2 କିଲୋ ୱାଟ ବିଦୂତ ଉତ୍ପାଦନ ହବାର ଧର୍ଯ୍ୟ ଲକ୍ଷ୍ୟ ଅଛି |ଏହି ପରିକଳ୍ପନା ରୁ ମୁଖ୍ୟ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ତଥା ସେମାନକ ବିଜ୍ଞାନ ପ୍ରତି ସୃଷ୍ଟି କରିଵା ଉଦ୍ୟେସ ରେ ପ୍ରତିଷ୍ଟା କରାଯାଇଥିଲା |ପବିତ୍ର ଗୁରୁ ଦିବସ ରେ ଏହି ପରିକଳ୍ପନା ର ଭିର୍ତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଵା ବେଲେ ଶିଶୁ ଦିବସ ଦିନ ଏହାକୁ କାର୍ଯ୍ୟକ୍ଷମ କରାଯିବ |
ରିପୋର୍ଟ- ସୁବାଷ ଚନ୍ଦ୍ର ନାହାକ