ତେରୁଣ୍ଡିଆ ପଞ୍ଚାୟତରେ ବିଜେପି ପକ୍ଷରୁ ପ୍ରତିବାଦ ସଭା


ନିମାପଡା :- ୦୯/୦୯ ( ତୀର୍ଥକ୍ଷେତ୍ର ) ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ର ତେରୁଣ୍ଡିଆ ପଞ୍ଚାୟତରେ ଆଜି ଶନିବାର ନିମାପଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଦିଲିପ ନାୟକ ନାରୀ ନେତ୍ରୀ ପ୍ରଭାତୀ ପରିଡା ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ରାଲି ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ତେରୁଣ୍ଡିଆ ପଞ୍ଚାୟତ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉ ଥିଭାରୁ ଏହି ଦୁର୍ନୀତି ଉପରେ ପୁରୀ ଜିଲାପାଳ ଙ୍କ ଏକ ଦାବି ପତ୍ର ନିମାପଡା ବ୍ଲକ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅମୁଲ୍ୟ ପ୍ରସାଦ ନାୟକ , ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା , ତିଳତମା ବାରିକ , ଶ୍ୟାମସୁନ୍ଦର ସାହୁ ,ପ୍ରତିପ୍ରିୟଦର୍ଶିନୀ ନାୟକ ,ଜ୍ୟୋତିରଞ୍ଜନ ପାତ୍ର ,ପ୍ରଶ୍ନ ଦାଶ ,ରାଜକିଶୋର ନାୟକ ,ସୁଶାନ୍ତ ସ୍ୱାଇଁ ,ଅକ୍ଷୟ ପଢ଼ିଆରୀ , ପ୍ରଭାତ କୁମାର ନାୟକ , ମନରମା ମହାନ୍ତି , ନିରଞ୍ଜନ ନାୟକ ସହ ୬ ଶହ ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *