ଅଜଣା ବ୍ଯକ୍ତିର ମୃତ ଦେହ ପଡିଛି ଗଡ଼ମଧୁପୁର ରେଲୁଏ ଷ୍ଟେସନ ନୁଆ ଫାଟକ ନିକଟରେ

ଅଜଣା ବ୍ଯକ୍ତିର ମୃତ ଦେହ ପଡିଛି ଗଡ଼ମଧୁପୁର ରେଲୁଏ ଷ୍ଟେସନ ନୁଆ ଫାଟକ ନିକଟରେ । ହରିଦାସପୁର- ନୂଆ ଗଡ଼ମଧୁପୁର ରେଲୁଏ ଷ୍ଟେସନ ନିକଟସ୍ଥ ରେଲୁଏ ଫାଟକ ନିକଟ ରେ ଜଣେ ଅଜଣା ବ୍ଯକ୍ତିର ଏକ ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ଯୁବକର ଆନୁମାନିକ ବୟସ ୪୫ ବର୍ଷ ବୟସ ହେବ । ମିଳିଥିବା ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ କଟକ ପଟୁ ଯାଜପୁର ଯିବା ସମୟରେ କୌଣସି ଏକ ଟ୍ରେନରୁ ଖସିପଡିଥିବା ଅନୁମାନ କରାଯାଉ ଛି ।ଦିର୍ଘ ୧୨ ଘଣ୍ଟା ହେବ ରେଲ ଲାଇନ ନିକଟରେ ଏହି ଅଚିହ୍ନା ଯୁବକର ମୃତ ଜଣକ ପଡି ରହିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଏହାର ପଦକ୍ଷେପ ନ ନେଇ ଥିବା ଜଣାପଡିଛି ।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *