ନୂଆଗାଁ ଥାନା ଭାରପ୍ରାତ ଅଧିକାରି ନାରାୟଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ପ୍ରାବଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଥାନା ସଦରମହକୁମାରେ ଥିବା ବିଭିନ୍ନ ସ୍ଥାନରେ ପୋଲିସ୍ ଭାରପ୍ରାତ ଅଥିକାରି ନାରାୟଣ ଲେଙ୍କାଙ୍କ ତରଫରୁ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ପାର୍ବଣ ପର୍ବ ହେବାକୁ ଯାଉଥିବା ଦୃଷ୍ଟିରେ ରଖି ସନ୍ଧ୍ୟା ୭ ଘଟିକା ସମୟରେ ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କା ଙ୍କ ନେତୃତ୍ୱରେ ଏସଆଇ – ପୁରୁଷୋତ୍ତମ ପ୍ରଧାନ, ତାନସେନ ବେହେରା , ଏଏସଆଇ – ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀ ସମେତ ସମସ୍ତ କର୍ମଚାରୀ ଙ୍କୁ ନେଇ ନୂଆଗାଁ ସଦରମହକୁମାରେ ଥିବା ମହିତମା , କୋରଡ଼ା , ନୂଆଗାଁ ବ୍ଲକ, କଲେଜ ଆଦି ଛକରେ ବୁଲି ଆଗାମୀ ପାର୍ବଣ ପର୍ବରେ ଯେଉଁ ଭଳି ଭାବରେ ନିଜ ନିଜ ଭିତରେ ଭାଇଚାରା ନଷ୍ଟ ନକରି ସୁସମ୍ପର୍କ ସ୍ଥାପନ କରିବା ଏବଂ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ସଚେତନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *