ଯାତ୍ରୀ ବାହୀ ବସ କୁ ପିଟିଲା ହାଇଓ୍ବା

ଦ୍ରୁତଗାମୀ ବସ ଚକାନୟନ ଆଜି ଦୂର୍ଘଟଣା ଗ୍ରସ୍ତ ହୋଇଛି ବାଲେଶ୍ଵର ରୁ ଭୂବନେଶ୍ବର ଯାଉଥିବା ଯାଉଥିବା ଏହି ବସ ନଳାଙ୍ଗ କୋର୍ଟ ସମ୍ମୁଖ ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଯାତ୍ରୀ ନେବାକୁ ଉକ୍ତ ବସ ଅପରାହ୍ନ ୩ଟା ରେ ସେଠାରେ ଅଟକି ଥିବା ସମୟ ରେ ପଛରୁ ଯାଉଥିବା ଏକ ହାଇଓ୍ବା ବସ ଟି ୧୦ ହାତ ଆଗକୁ ଗଡି ଯାଇଥିଲା ହାଇଓ୍ବା ଧକ୍କା ଯୋଗୁ ବସ ର ପଛ ପାର୍ଶ୍ବ ଭାଙ୍ଗି ଚୁରମାର ହୋଇଛି ସେହିଭଳି ହାଇଓ୍ବାର ଆଗ ପାର୍ଶ୍ବ କ୍ଷତି ଗ୍ରସ୍ତ ହୋଇଛି ଦୂର୍ଘଟଣା ଘଟିଥିବା ବସ ବସ ନମ୍ବର ହେଲା ଓଡି- ୦୫ବିଏନ- ୨୪୮୫ ଦୂର୍ଘଟଣା ପରେ ବସରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ, ବସ ହେଲପର ସାମାନ୍ଯ ଆହତ ହୋଇଛନ୍ତି ପୁଲିସ ପହଞ୍ଚି ଯାତ୍ରୀ ଙ୍କୁ ଅନ୍ୟ ବସ ଯୋଗେ ଗନ୍ତବ୍ୟ ସ୍ଥଳ କୁ ପଠାଇଛି ବସ୍ ,ଓ ହାଇଓ୍ବା କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ନିଜ ହେପାଜତ କୁ ଆଣିଛି

Punil Kumar Samanta reporter

Leave a Reply

Your email address will not be published. Required fields are marked *