ଶ୍ରୀଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସାହିତ୍ୟ ଆସର

ପବିତ୍ର ବିଶ୍ଵକର୍ମା ପୂଜା ଓ କନ୍ୟା ସଂକ୍ରାନ୍ତି ଅବସରରେ ଆନନ୍ଦ ବଜାର ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରଥମ ବାର୍ଷିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ରବିବାର ଦିନ ତମାମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାହିତ୍ୟିକ ଓ କବି କବୟିତ୍ରୀ ମାନେ ଯୋଗଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ୫୫ଜଣ ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ ଓ କବି 5କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

Leave a Reply

Your email address will not be published. Required fields are marked *